ବାଇକ୍‌ ଚଳାଇ ଖସି ଯାଉଥିଲେ ଲୁଟେରା : ସାର୍ଟ କଲର୍‌ ଧରି ଟାଣି ଆଣିଲେ ପୁଲିସ୍‌ କନ୍‌ଷ୍ଟେବଲ୍‌

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ଦିଲ୍ଲୀର ଜଣେ କନ୍‌ଷ୍ଟେବଲ୍‌। କନ୍‌ଷ୍ଟେବଲ୍‌ ଜଣକ ଜଣେ ଲୁଟେରାକୁ ଧରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ‌ଲୁଟେରା ଜଣକ ବାଇକ୍‌ରେ ଯାଉଥିବା ବେଳେ କନ୍‌ଷ୍ଟେବଲ୍‌ ବି ବାଇକ୍‌ରେ ଆସି ଲୁଟେରାଙ୍କୁ ଟାଣିକି ବାଇକ୍‌ରୁ ତଳକୁ ଖସାଇ ଦେଇଥିଲେ ଓ ତାଙ୍କ ଧରିବାକୁ ସମର୍ଥ ହୋଇଥିଲେ। ଏହି … Continue reading ବାଇକ୍‌ ଚଳାଇ ଖସି ଯାଉଥିଲେ ଲୁଟେରା : ସାର୍ଟ କଲର୍‌ ଧରି ଟାଣି ଆଣିଲେ ପୁଲିସ୍‌ କନ୍‌ଷ୍ଟେବଲ୍‌